ବରମୁଣ୍ଡା ବସଷ୍ଟାଣ୍ଡ ଉନ୍ନତୀକରଣ କାମ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ଖର୍ଚ୍ଚ ହେବ ୧୮୦ କୋଟି

ଭୁବନେଶ୍ବର : ବରମୁଣ୍ଡା ଅନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡକୁ ରାଜ୍ୟ ସରକାର ପୂର୍ବ ଭାରତର ପ୍ରମୁଖ ବସ୍‌ ଟର୍ମିନାଲ ଭାବେ ନିର୍ମାଣ କରୁଛନ୍ତି। ପ୍ରାୟ ୧୮୦ କୋଟି ଟଙ୍କାରେ ନିର୍ମାଣ ହେଉଥିବା ଏହି ବସ୍‌ ଟର୍ମିନାଲର କାମ ଚଳିତବର୍ଷ ଅଗଷ୍ଟ ୨୩ରେ ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଗତକାଲି ଏହାର କାର୍ଯ୍ୟ ସମୀକ୍ଷା କରିଛନ୍ତି। ୧୮ ମାସ ମଧ୍ୟରେ କାମ ଶେଷ କରିବାକୁ ବିଡିଏକୁ ଟାର୍ଗେଟ୍ ଦେଇଛନ୍ତି। ଗତକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ … Continue reading ବରମୁଣ୍ଡା ବସଷ୍ଟାଣ୍ଡ ଉନ୍ନତୀକରଣ କାମ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ଖର୍ଚ୍ଚ ହେବ ୧୮୦ କୋଟି